
Bank at Ease - Odia
ଏମିତି ବ୍ୟାଙ୍କିଙ୍ଗ୍ ର କଳ୍ପନା କରନ୍ତୁ ଯାହା ଅନ୍ୟାୟସ, ବୋଧଗମ୍ୟ ଓ ସରଳ, ଏବଂ ସର୍ବଦା ପହଞ୍ଚ ଭିତରେ ରହିପାରେ |ଉଜ୍ଜୀବନ ରେ, ଆମେ ଆପଣଙ୍କ ପାଇଁ ଏମିତି ଏକ ବ୍ୟାଙ୍କିଙ୍ଗ୍ ଅନୁଭୂତି ଆଣିଛୁ ଯାହା ଆପଣଙ୍କ ଜୀବନକୁ ସହଜ, ଅଧିକ ଆରାମଦାୟକ ଏବଂ ଅଧିକ ସୁବିଧାଜନକ କରିବାକୁ ପ୍ରସ୍ତୁତ ହୋଇଛି! ଆମେ ବିଶ୍ୱାସ କରୁ ଯେ ବ୍ୟାଙ୍କିଙ୍ଗ୍ ସମସ୍ୟା ବିହୀନ ହେବା ଉଚିତ୍, ଚାପଗ୍ରସ୍ତ ନୁହେଁ । ସେଥିପାଇଁ ଆମେ ଏକ ଦୁନିଆ ସୃଷ୍ଟି କରିବାକୁ ଉତ୍ସର୍ଗୀକୃତ ଯେଉଁଠାରେ ଆପଣ ନିଜ ଆର୍ଥିକ ବ୍ୟବସ୍ଥାର ପରିଚାଳନା ସହଜରେ, ନିଜ ଭାଷାରେ ଏବଂ ନିଜ ସର୍ତ୍ତରେ କରିପାରିବେ । ସେହିପରି ବ୍ୟାଙ୍କିଙ୍ଗ୍ ଅନୁଭବ କରିବାକୁ ପ୍ରସ୍ତୁତ ହୁଅନ୍ତୁ , ଯାହା ଠିକ ଆପଣଙ୍କ ସାଙ୍ଗ ସହିତ ଚାଟିଂ କରିବା ପରି ସହଜ । ଯେଉଁଠାରେ ପ୍ରତ୍ୟେକ ପାରସ୍ପରିକ କ୍ରିୟା ଶାନ୍ତ ଧୀର ଭାବରେ ହୋଇଯାଇ ପାରେ ଏବଂ ଆପଣଙ୍କର ପ୍ରତ୍ୟେକ ଆବଶ୍ୟକତା ପାଇଁ ପୂର୍ବ ପ୍ରସ୍ତୁତ ସମାଧାନ ଆପଣଙ୍କ ପାଇଁ ରହିଛି ।ଆଉ ଏହା ହିଁ ହେଉଛି ବ୍ୟାଙ୍କିଙ୍ଗ୍ କରିବା ଯେମିତି ମୋର ଇଚ୍ଛା ! ଉଜ୍ଜୀବନ କରାଏ ୟାକୁ ସେମିତି ଇଜି, ଇଜି !
ଆପଣ ନିଜ ପସନ୍ଦ ଏବଂ ସୁବିଧା ଅନୁଯାୟୀ ଆପଣ ଚାହୁଁଥିବାଉପାୟରେ ବ୍ୟାଙ୍କିଙ୍ଗ୍ କରନ୍ତୁ ।ଅଧିକ ଜାଣିବା ପାଇଁ ଚଳଚ୍ଚିତ୍ର ଦେଖନ୍ତୁ:
ଡିଜିଟାଲ୍ ଫିକ୍ସଡ୍ ଜମା
ତତକ୍ଷଣାତ ଖୋଲନ୍ତୁ, ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ
- ଯେକୌଣସି ସଞ୍ଚୟ ଆକାଉଣ୍ଟରୁ ପାଣ୍ଠି
- ବରିଷ୍ଠ ନାଗରିକଙ୍କ ପାଇଁ 7.55%* ଏବଂ 8.30%* ପର୍ଯ୍ୟନ୍ତ ସୁଧ ଅର୍ଜନ କରନ୍ତୁ
- ତ୍ରୟ ମାସିକ ଏବଂ ମ୍ୟାଚ୍ୟୁରିଟି ସମୟରେ ପେ ଆଉଟ ର ବିକଳ୍ପ
ଡିଜିଟାଲ୍ ସେଭିଂ ଆକାଉଣ୍ଟ୍
ଭିଡିଓ KYC ସହିତ ତୁରନ୍ତ ଖୋଲନ୍ତୁ
- ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ୍ ଯାତ୍ରା
- 7.15%* ପର୍ଯ୍ୟନ୍ତ ସୁଧ ଅର୍ଜନ କରନ୍ତୁ*
- ସପିଂ, ଭ୍ରମଣ ଏବଂ ଭୋଜନ ଉପରେ ଅଫର୍
ହ୍ୱାଟ୍ସ ଆପ୍ ବ୍ୟାଙ୍କିଙ୍ଗ୍
କେବଳ କୁହନ୍ତୁ ‘900 208 2121 କୁ ‘ହାଏ’
- ଋଣ ଏବଂ EMI ବିବରଣୀ
- ଆକାଉଣ୍ଟ୍ ଷ୍ଟେଟମେଣ୍ଟ
- ଡେବିଟ୍ କାର୍ଡ ସେବା
ସ୍ମାର୍ଟ ଷ୍ଟେଟମେଣ୍ଟ
ଆପଣଙ୍କର ସମଗ୍ର ବ୍ୟାଙ୍କିଙ୍ଗ୍ ସମ୍ପର୍କକୁ ଉପରେ ନଜର ପକାଇବା
- ଆପଣଙ୍କର ସମଗ୍ର ବ୍ୟାଙ୍କିଙ୍ଗ୍ ସମ୍ପର୍କର ଗୋଟିଏ ଇଣ୍ଟରାକ୍ଟିଭ୍ ସମୀକ୍ଷା
- କଷ୍ଟମାଇଜ୍ ହୋଇଥିବା ହୋଇଥିବା କାରବାର ବିବରଣୀ
- ସୁଧ ଦର ଏବଂ EMI ପରିମାଣ ହିସାବ କରିବାକୁ ସିମୁଲେଟର
ଭିଡିଓ ଏବଂ ଫୋନ୍ ବ୍ୟାଙ୍କିଙ୍ଗ୍
ଯେକୌଣସି ସ୍ଥାନରୁ ଶାଖା ରୁ ପାଇବା ପରି ସେବା ଉପଭୋଗ କରନ୍ତୁ
- 9 ଟି ଭାଷାରେ ଭିଡିଓ ବ୍ୟାଙ୍କିଙ୍ଗ୍
- 450ରୁ ଅଧିକ ଅନୁସନ୍ଧାନ ଏବଂ ସେବା ଅନୁରୋଧ ଉପସ୍ଥାପନ କରନ୍ତୁ
- ଯେକୌଣସି ସ୍ଥାନରୁ ଖାତା ପରିବର୍ତ୍ତନ କରନ୍ତୁ
- 13 ଟି ଭାଷାରେ ଫୋନ୍ ବ୍ୟାଙ୍କିଙ୍ଗ୍
ଇଣ୍ଟରନେଟ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ UPI
ଯେକୌଣସି ସ୍ଥାନରୁ ବ୍ୟାଙ୍କିଙ୍ଗ୍
- ତତକ୍ଷଣାତ୍ ବିଲ୍ ପୈଠ ସୁବିଧା
- 9 ଟି ଭାଷାରେ ମୋବାଇଲ୍ ବ୍ୟାଙ୍କିଙ୍ଗ୍
- ପାଣ୍ଠି ସ୍ଥାନାନ୍ତର ଏବଂ ଖାତା ସମ୍ବନ୍ଧୀୟ ସେବାଗୁଡିକ
*T&C Apply











